Drought Situation
Advertisment
ଲଘୁଚାପ ଆସୁଛି ଯାଉଛି, ହେଲେ ସେ ବର୍ଷା ଚାଷକୁ ଅଣ୍ଟୁନି । ରାଜ୍ୟର ୧୧ ଜିଲ୍ଲାରେ ଅନାବୃଷ୍ଟି କାରଣରୁ ଧାନଚାଷର ବିକଳ ସ୍ଥିତି। ଭାଦ୍ରବରେ ବି ବହୁ ବ୍ଲକ୍ରେ ରୁଆ ବଛା ହୋଇନି । ଏଭଳି ସ୍ଥିତିରେ ତୈଳବୀଜ ଓ ମକା ଆଦି ଫସଲ କରିବାକୁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରି ଓୟୁଏଟି ପକ୍ଷରୁ ରାଜ୍ୟ କୃଷି ବିଭାଗ ପାଖକୁ ପଠାଯାଇଛି । ତେଣେ ପାଣିପାଗ ବିଭାଗ କହୁଛି ସେପଟେମ୍ବରରେ ଲଘୁଚାପ ବର୍ଷା ନିଅଣ୍ଟିଆ ବର୍ଷା ପରିମାଣ ଭରଣା କରିଦେବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us