Advertisment

ସାପ ବେଙ୍ଗରେ କେମିତି ରହିବୁ?

ଡରରେ ସହର ମୋହ ଛାଡ଼ି ଗାଁକୁ ବେଡ଼ିଂ ବାନ୍ଧିଲେଣି ଲୋକେ ।

Advertisment

ସାପ ବେଙ୍ଗରେ କେମିତି ରହିବୁ? ୨୬ ବର୍ଷର ରେକର୍ଡ ଭଙ୍ଗା ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । ୨୦ ରୁ ଅଧିକ ସ୍ଥାନରେ ସାଂଘାତିକ କୃତ୍ରିମ ବନ୍ୟା ସ୍ଥିତି ପାଇଁ ଅକଥନୀୟ ଦୁର୍ଦ୍ଦଶାରେ ସ୍ମାର୍ଟସିଟି ବାସିନ୍ଦା । ଡରରେ ସହର ମୋହ ଛାଡ଼ି ଗାଁକୁ ବେଡ଼ିଂ ବାନ୍ଧିଲେଣି ଲୋକେ ।

Advertisment
Weather Update Heavy Rainfall Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ