Temperature
Advertisment
କେବେ ଏସିଆରେ ତ ଆଉ କେବେ ସାରା ଦେଶରେ..ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ରାଜଧାନୀ ଭୁବନେଶ୍ୱରର ତାତି। କେବଳ ଭୁବନେଶ୍ୱର କାହିଁକି, ଜଳୁଛି କଟକ ସହର। ଗତ ୩ ଦିନ ହେଲା ପାଣିପାଗ ବିଭାଗର ରେଡ୍ ଆଲର୍ଟରେ ଟ୍ୱିନସିଟି। ଛଟପଟ ହେଉଛନ୍ତି ଦୁଇ ମହାନଗରୀର ଜନତା। ବିପନ୍ନ, ଜୀବନ-ଜୀବିକା। ଭୁବନେଶ୍ୱର ରାଜମହଲ ଅଞ୍ଚଳରେ ଟ୍ରଲି ଟାଣି ପେଟ ପୋଷୁଥିବା ଜଣେ ଖଟିଖିଆ ମଣିଷ। ଆଜିକୁ ୪୦ ବର୍ଷ ହେଲାଣି ରହି ଆସୁଛନ୍ତି ରାଜଧାନୀରେ। କିନ୍ତୁ ଏଭଳି ପ୍ରଚଣ୍ଡ ତାତି ସେ କେବେ ଅନୁଭବ କରିନାହାନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us