Advertisment

ହେବ କି ମନୁ-ନୀରଜଙ୍କ ବାହାଘର !

ଏଇ କିଛି ସେକେଣ୍ଡର ହୃଦୟ ସ୍ପର୍ଶୀ ଭିଡିଓ, ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜଣେ ହେଉଛନ୍ତି ଜାଭେଲିନ ଷ୍ଟାର ନୀରଜ ଚୋପ୍ରା... ଆଉ ଜଣେ ସୁଟର ମନୁ ଭାକରଙ୍କ ମା’ ।

Advertisment

ଏଇ କିଛି ସେକେଣ୍ଡର ହୃଦୟ ସ୍ପର୍ଶୀ ଭିଡିଓ, ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜଣେ ହେଉଛନ୍ତି ଜାଭେଲିନ ଷ୍ଟାର ନୀରଜ ଚୋପ୍ରା... ଆଉ ଜଣେ ସୁଟର ମନୁ ଭାକରଙ୍କ ମା’ । ଭିଡିଓରେ ମନୁଙ୍କ ମା’ ନୀରଜଙ୍କ ସହ ବାର୍ତ୍ତାଳପ କରିବା ସମୟରେ ସେ ତାଙ୍କ ମୁଣ୍ଡରେ ନୀରଜଙ୍କ ହାତ ରଖି ଦେଉଛନ୍ତି । ଆଉ ଦୁଇ ଜଣ ହସି ହସି କଥା ହେଉଛନ୍ତି । ଖାଲି ଏତିକି ନୁହେଁ, ଏଥି ସହିତ ସୋସିଆଲ ମିଡିଆରେ ଅନ୍ୟ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ନୀରଜ ଚୋପ୍ରା ଓ ମନୁ ଭାକର ପରସ୍ପର ସହ କଥାବାର୍ତ୍ତା ହେଉଥିବା ବି ଦେଖିବାକୁ ମିଳିଛି । ବିଶେଷ କଥା ହେଉଛି ଉଭୟ ଖେଳାଳି ହସୁଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment
Manu Bhaker Neeraj Chopra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ