Special Story: Virat Kohli Retires from Test Cricket After 14-Year Illustrious Career
Advertisment
ଯାହା ଆଶା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ ପଡିଆରେ ଆଉ ଦେଖିବାକୁ ମିଳିବନି ବିରାଟଙ୍କ ଚୌକା-ଛକା। ଟେଷ୍ଟ ମ୍ୟାଚ୍ରୁ ସନ୍ନ୍ୟାସ ନେଲେ ଟିମ୍ ଇଣ୍ଡିଆର ପୂର୍ବତଦ ଅଧିନାୟକ କିଙ୍ଗ କୋହଲି। ୧୪ ବର୍ଷ ଟେଷ୍ଟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି ସେ। ସୋସିଆଲ ମିଡିଆରେ ଏକ ଭାବ ବିହ୍ୱାଳ ପୋଷ୍ଟ ସେୟାର କରି ଖୋଦ୍ ଏକଥା ଜଣାଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us