ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପାଇଁ ଆଜି ଅଫଲାଇନ୍ ଟିକେଟ୍ ବିକ୍ରି ଥିବାରୁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼। ଟିକେଟ୍ ଖଣ୍ଡେ ପାଇଁ ଧସ୍ତାଧସ୍ତି ହେବା ସହ କାଉଣ୍ଟର ଛାତ ଉପରକୁ ବି ଚଢି ଯାଇଛନ୍ତି।