Advertisment

World Athletics Championship: ନିରାଶ କଲେ ନିରଜ, ପଦକ ଆଶା ଚୁରମାର

ଅଲିମ୍ପିଆନ୍ ଜାଭେଲିନ୍ ଥ୍ରୋୟର ନିରଜ ଚୋପ୍ରାଙ୍କୁ ବଡ଼ ଝଟକା। ଟୋକିଓରେ ଚାଲିଥିବା ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ପଦକ ଆଶା ଚୁରମାର ହୋଇଛି। ନିରାଶାଜନକ ପ୍ରଦର୍ଶନ ସହ ଅଷ୍ଟମ ସ୍ଥାନରେ ରହିଲେ ନିରଜ ଚୋପ୍ରା। ତାଙ୍କର ବେଷ୍ଟ ଥ୍ରୋ ରହିଥିଲା ୮୪.୦୩ ମିଟର। ତାଙ୍କର ତୃତୀୟ ଓ ପଞ୍ଚମ ପ୍ରସାୟ ଫାଉଲ୍ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ