ଅଦ୍ୟତନ ହୋଇଛି
MS Dhoni
Advertisment
CSK ପାଇଁ ବୋଝ ପାଲଟି ଯାଇଛନ୍ତି କି ଧୋନୀ ? ୭ରୁ ୯ନମ୍ୱରରେ ବ୍ୟାଟିଂ କରିବାର ରାଜ୍ କ’ଣ ? ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ନାହନ୍ତି କି ଥାଲା ? ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଛି ୨୦୨୫ ଆଇପିଏଲ । ତେବେ ଏହି ସିଜିନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ମହେନ୍ଦ୍ର ସିଂ ଧୋନୀ । ସେ ପୁଣି ନିଜ ବ୍ୟାଟିଂ ଅର୍ଡରକୁ ନେଇ । ଏଥିପାଇଁ ତାଙ୍କୁ ବର୍ତ୍ତମାନ ବହୁତ ଟ୍ରୋଲ କରାଯାଉଛି । କାରଣ ଆରସିବି ବିପକ୍ଷ ମ୍ୟାଚ୍ରେ ନବମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଧୋନୀ, ଯାହା ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us