Advertisment

ସୁପରସଣ୍ଡେରେ ଇଂଲଣ୍ଡ-ଇଣ୍ଡିଆର ସୁପରସୋ

ଦିନକ ପରେ ବାରବାଟୀ ବ୍ୟାଟେଲ୍। ସୁପରସଣ୍ଡେରେ ହେବ ସୁପର୍ ସୋ’। ଇଂଲଣ୍ଡ-ଇଣ୍ଡିଆ ଦିନିକିଆରେ ଉଡ଼ିବ ଚୌକା ଛକ୍କା। ଫ୍ୟାନଙ୍କ ଉପସ୍ଥିତିରେ ଗର୍ଜିବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ।

Advertisment

ଦିନକ ପରେ ବାରବାଟୀରେ ହେବ କ୍ରିକେଟର ମହାଯୁଦ୍ଧ। ସୁପରସଣ୍ଡେରେ ଇଂଲଣ୍ଡ-ଇଣ୍ଡିଆ ମଧ୍ୟରେ ହେବ ସୁପରସୋ। ଏଥିପାଇଁ ସଜେଇ ହୋଇଛି ଷ୍ଟାଡ଼ିୟମ୍। ପିଚରୁ ପ୍ୟାଭିଲିୟନ୍, ଷ୍ଟାଡ଼ିୟମରୁ ଟୁଇନସିଟି ବ୍ୟାପି ହୋଇଛି ଜବରଦସ୍ତ ପ୍ରସ୍ତୁତି। ଅପରପକ୍ଷେ ଟିକଟ କଳାବଜାରୀକୁ ନେଇ ଯେଉଁ ଆଶଙ୍କା କରାଯାଇଥିଲା, ତାହା ସତ ପ୍ରମାଣିତ ହୋଇଛି।

Advertisment
Barabati Stadium Cricket Odisha Cricket OCA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ