Advertisment

ବାରବାଟୀ ଟିକେଟ୍ କଳାବଜାରୀର ଭିଡ଼ିଓ ଭାଇରାଲ

ବାରବାଟୀ ଟିକେଟ୍ କଳାବଜାରୀର ଭିଡ଼ିଓ ଭାଇରାଲ। ସବୁ ଗ୍ୟାଲେରୀର ଟିକେଟ୍ ଆଭେଲେବଲ। ମୋଟା ଅଙ୍କର ପଇସା ଦିଅନ୍ତୁ ଟିକେଟ ନେଇ ଘରକୁ ଯାଆନ୍ତୁ।

Advertisment

ବାରବାଟୀ ଟିକେଟ୍ କଳାବଜାରୀର ଭିଡ଼ିଓ ଭାଇରାଲ। ସବୁ ଗ୍ୟାଲେରୀର ଟିକେଟ୍ ଆଭେଲେବଲ। ମୋଟା ଅଙ୍କର ପଇସା ଦିଅନ୍ତୁ ଟିକେଟ ନେଇ ଘରକୁ ଯାଆନ୍ତୁ। ଲାଇନରେ ଛିଡ଼ା ହୋଇ ଟିକଟ୍ କିଣିଲେ, ଗ୍ରାହକଙ୍କୁ ଚଢା ଦରରେ ବିକିଲେ। ଥରେ ଦେଖନ୍ତୁ ଓଟିଭି ହାତରେ ଲାଗିଥିବା ଏକ୍ସ୍ୟୁସିଭ ଭିଡ଼ିଓକୁ। ଦିବାଲୋକରେ ଖୁଲମଖୁଲା ଚାଲିଛି ଟିକେଟ୍ ବ୍ଲାକ୍ ତାହା ପୁଣି ମହିଳା ମାନଙ୍କ ଦ୍ୱାରା ।

Advertisment
India Vs England ODI Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ