କାହା ନାଁରେ ଅଧିକ ରେକର୍ଡ ?
Advertisment
ରବିବାର ଦୁବାଇରେ ଖେଳାଯିବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲା । ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ଫାଇନାଲ ଫାଇଟ୍ । ତେବେ କାହାକୁ ମିଳିବ ମିନି ବିଶ୍ୱକପର ଚାମ୍ପିଅନ ମୁକୁଟ ? ୨୫ ବର୍ଷ ତଳର ପରିଶୋଧ ନେବ ମେନ୍ ଇନ୍ ବ୍ଲୁ ନା ବାଜି ମାରିନେବ ବ୍ଲାକ୍ କ୍ୟାପସ୍ ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us