Chahal Reveals
Advertisment
୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ହାରିବା ପରେ ବିରାଟ କୋହଲି ବାଥରୁମ୍ରେ କାନ୍ଦୁଥିବା ମୁଁ ଦେଖିଥିଲି । ମୁଁ ଯେତେବେଳେ ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ମଇଦାନକୁ ଯାଉଥିଲି, ସେତେବେଳେ ତାଙ୍କ ଆଖିରେ ଲୁହ ଥିଲା ବୋଲି କହିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us