Advertisment

ମନକୁ ଆସୁଥିଲା ଆତ୍ମହତ୍ୟା କରିବା ଚିନ୍ତା

ପୁଣି ଚର୍ଚ୍ଚାରେ ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ । ଏଥିର କିନ୍ତୁ ସେ ତାଙ୍କ ଖେଳକୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ଛାଡପତ୍ରକୁ ନେଇ ଦୀର୍ଘ ଦିନର ନୀରବତା ଭାଙ୍ଗିଛନ୍ତି ଚହଲ । ଯେତେବେଳେ ମୋର ଛାଡ଼ପତ୍ର ହେଲା, ଲୋକମାନେ ମୋତେ ଧୋକାବାଜ୍‌ ବୋଲି କହିଥିଲେ । କିନ୍ତୁ ମୁଁ ମୋ ଜୀବନରେ କେବେ କାହାକୁ ଧୋକା ଦେଇନାହିଁ ବୋଲି ଚହଲ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ