Advertisment

ମନେପଡ଼ୁଛି ୨୦୧୯ ବିଶ୍ୱକପରେ ଧୋନିଙ୍କ କାନ୍ଦ

ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ ।

Advertisment

ଆଜିବି ମନେପଡ଼ୁଛି ଧୋନିଙ୍କ କାନ୍ଦ । ମନକୁ କଷ୍ଟ ଦେଉଛି ଗପ୍ଟିଲଙ୍କ ସେହି ରନ୍ ଆଉଟ୍ । ଭୁଲି ହେଉ ନାହିଁ ୨୦୧୯ ବିଶ୍ୱକପର ସେହି ପରାଜୟ । ନ୍ୟୁଜିଲାଣ୍ଡର ସେହି ଗଭୀର କ୍ଷତ ଆମକୁ ବହୁତ ବାଧିଛି । ସେଦିନ ଥିଲା ୨୦୧୯ ବିଶ୍ୱକପ ସେମିଫାଇନାଲର ଦିନ । ବିରାଟ କୋହଲିଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡର ବିରୋଧରେ ଓହ୍ଲାଇ ଥିଲା ଟିମ୍ ଇଣ୍ଡିଆ ।

Advertisment
MS Dhoni Rohit Sharma Ind Vs NZ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ