Rohit-Virat-Retirement
Advertisment
ଦିନିକିଆରେ ଆଉ ଦେଖିବାକୁ ମିଳିନପାରେ ରୋହିତ-କୋହଲି ଯୋଡ଼ି । ଅଷ୍ଟ୍ରେଲିଆ ଗସ୍ତ ହୋଇପାରେ ଶେଷ ଦିନିକିଆ ସିରିଜ୍ । ଟେଷ୍ଟ ଓ ଟି-୨୦ ପରେ ଏବେ ODIରୁ ବି ଅବସର ନେଇପାରନ୍ତି ଟିମ୍ ଇଣ୍ଡିଆର ଦୁଇ ଷ୍ଟାର କ୍ରିକେଟର । ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ବିସିସିଆଇର ଯୋଜନାରେ ନାହାନ୍ତି ବିରାଟ ଓ ରୋହିତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us