Advertisment

ବିଶ୍ୱକପ୍‌ ଫାଇନାଲରେ ହାରିଲା ଭାରତ; କପ୍‌ ନେଇଗଲା କଙ୍ଗାରୁଦଳ

କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍‌ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ହାରିଲା ଭାରତ ।

Advertisment

ଚଳିତ ବିଶ୍ୱକପ୍‌ରେ ଭାରତର ଅପରାଜେୟ ଧାରା ଚୁର୍‌ମାର୍‌ ହୋଇଛି । ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ସ୍ୱୀକାର କରିଛି । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଟିମ୍‌ ଇଣ୍ତିଆ ଅଲ୍‌‌ଆଉଟ୍‌ ହେବା ସହ ଶୋଚନୀୟ ପରାଜୟ ହୋଇଛି । ୫୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ସୀମିତ ରହିଥିଲା ଭାରତ । ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା ।

Advertisment
Australia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ