Advertisment

ବିବାହ ପାଇଁ ବର ଗାଡ଼ି ସାଜିଲା JCB

ଜେସିବିରେ ବସି କନିଆ ଘରକୁ ପ୍ରୋସେସନରେ ଗଲେ ବର ।

Advertisment

ଅଭିନବ ଢଙ୍ଗରେ ବାହା ହେବାକୁ କାହାର କେତେ ଆଇଡିଆ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୁଆସାହି ବଜାରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ଜେସିବିରେ ବସି କନିଆ ଘରକୁ ପ୍ରୋସେସନରେ ଗଲେ ବର ।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ