Advertisment

Bihar Minister:ଭୟରେ ଝାଳନାଳ, ଧୋତି ଟେକି ଦୌଡ଼ିଲେ ମନ୍ତ୍ରୀ

ଯାଇଥିଲେ ସହାନୁଭୂତି ଦେଖାଇବାକୁ। ହେଲେ ମାଡି ବସିଲେ ଗାଁ ଲୋକେ। ଯେତେ ବୁଝାଇଲେ ବି କିଛି ଶୁଣିଲେନି। ଓଲଟି ମନ୍ତ୍ରୀ ଉପରକୁ ଫିଙ୍ଗିଲେ ଟେକା ପଥର। ଖାଲି ସେତିକି ନୁହେଁ ମାଡ ମାରିବାକୁ ବି ଠେଙ୍ଗା ଧରି ଗୋଡାଇଲେ। ପାଖରେ ପୋଲିସ ଆଉ ଅଙ୍ଗରକ୍ଷୀ ଥିଲେ ମଧ୍ୟ ଖାତିର କଲେନି ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ