ଅଦ୍ୟତନ ହୋଇଛି
Shocking
Advertisment
ମୋମୋ ଫ୍ୟାକ୍ଟ୍ରିରୁ ମିଳିଲା କୁକୁରର କଟାମୁଣ୍ଡ ! ଫ୍ରିଜରୁ ମିଳିଲା ପୋକ ସାଲୁବାଲୁ ମାଂସ । ସଢ଼ା ବନ୍ଧାକୋବିରେ ତିଆରି ହେଉଥିଲା ମୋମୋ ଓ ସ୍ପ୍ରିଙ୍ଗ୍ ରୋଲ୍ । ଇଣ୍ଟରନେଟରେ ବିଜୁଳି ଭଳି ଭାଇରାଲ ହେଉଥିବା ଏ ଦୃଶ୍ୟକୁ ଟିକିଏ ଦେଖନ୍ତୁ । ମୋମୋ ଆଉ ସ୍ପ୍ରିଙ୍ଗରୋଲ, ଯାହାକୁ ଆପଣ ଆନନ୍ଦରେ ହାତ ଚାଟି ଚାଟି ଖାଇଥାନ୍ତି, ତାହା କେମିତି ତିଆରି ହେଉଛି ଟିକିଏ ପରଖନ୍ତୁ । ଏହି ଭିଡିଓ ପଞ୍ଜାବର ମୋହାଲିର ଏକ ମୋମୋ ଫ୍ୟାକ୍ଟ୍ରିର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us