ଅଦ୍ୟତନ ହୋଇଛି
Ghibli Trend
Advertisment
ଇଣ୍ଟରନେଟ୍ରେ ଟ୍ରେଣ୍ଡ୍ କରୁଛି ଘିବଲ୍ । ସୋସିଆଲ୍ ମିଡିଆ ଖୋଲିଲେ ଦେଖିବାକୁ ମିଳୁଛି ଭଳିକି ଭଳି କାର୍ଟୁନ୍ ଫଟୋ । ପିଲାଟୁ ପ୍ରାପ୍ତ ବୟସ୍କ ଏବେ ସମସ୍ତେ ଘିବଲ୍ କରିବାରେ ମସଗୁଲ୍ । ଫେସ୍ବୁକ୍, ଟ୍ୱିଟର, ଇନ୍ଷ୍ଟାଗ୍ରାମ୍ ଏବଂ ଏମିତିକି ହ୍ୱାଟସାପ୍ ଡିପି ଓ ଷ୍ଟାଟସରେ ଘିବଲ୍ ଦ୍ୱାରା ନିଜର କରାଯାଇଥିବା କାର୍ଟୁନ୍ ଫଟୋକୁ ସମସ୍ତେ ରଖୁଥିବା ଦେଖିବାକୁ ମିଳୁଛି । ହେଲେ କ’ଣ ଏହି ଘିବଲ୍ ? କିଏ ଏହାର ନିର୍ମାତା ? ଏତେ ଶୀଘ୍ର ଏହି କାର୍ଟୁନ୍ ଫଟୋ ଭାଇରାଲ ହେଉଛି କେମିତି ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us