ଅଦ୍ୟତନ ହୋଇଛି
Bizarre Love Story
Advertisment
ଛପି ସାରିଥିଲା ବାହାଘର କାର୍ଡ । କିଣା ସରିଥିଲା ଶାଢ଼ୀ ଓ ଗହଣା ଗାଣ୍ଠି। ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି। ବେଦିରେ ବସିଥାନ୍ତା ଝିଅ। ହେଲେ ତା’ପୂର୍ବରୁ ଜ୍ୱାଇଁପୁଅକୁ ଧରି ଫେରାର ହୋଇଗଲା ମା’ । ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ୱାଇଁପୁଅ। ଆଉ କାହାକୁ କିଛି ନଜଣାଇ ଛୁ ମାରିଲେ ଦୁହେଁ । ଶାଶୁ-ଜ୍ୱାଇଁଙ୍କ ଏହି ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଖବର ଭାଇରାଲ ପରେ ଏବେ ଉଭୟ ପ୍ରେମୀ ଯୁଗଳ ଥାନାରେ ପହଞ୍ଚି ଆତ୍ମସପର୍ମଣ କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us