ଅଦ୍ୟତନ ହୋଇଛି
Fraud Marriage
Advertisment
ସଜେଇ ହୋଇଥିଲା ମଣ୍ଡପ । ବରାଯାତ୍ରୀ ଧରି ଧୁମ୍ଧାମରେ ଦାଣ୍ଡ ଦୁଲୁକାଇ ପହଞ୍ଚିଲା ବର । ଏପଟେ କନିଆଁ ବି ଥିଲା ଫୁଲ୍ ରେଡ୍ଡି । ଓଡ଼ଣା ଟାଣି ବସିଥିଲା ବର ଅପେକ୍ଷାରେ । ସବୁକିଛି ଚାଲିଥିଲା ଠିକ୍ଠାକ । ମୌଲବି ଆସିଲେ ନିକାହା ପଢ଼ିଲେ । ହେଲେ ହଠାତ୍ ବାହାଘର ମଝିରେ କନିଆଁର ନାଁ ଶୁଣି ବରର ଉଡ଼ିଗଲା ହୋସ୍ । ବାହାଘର ନାଁରେ ମିଳିଲା ବଡ଼ ଧୋକା । ଝିଅକୁ ଦେଖାଇ ବିଧବା ଶାଶୁ ସାହ କରିଦେଲେ ନିକାହା । ହୋସ୍ ଆସିବା ପରେ ବର ଯାଇ ଥାନାରେ ପହଞ୍ଚିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us