ଅଦ୍ୟତନ ହୋଇଛି
Tea
Advertisment
ଘାରିଲା ଚା’ ନିଶା । ନିଶା ଏମିତି ଯେ ଭୁଲିଗଲେ ସବୁ କିଛି । ବିଚ୍ ରାସ୍ତାରେ ବାବୁ ଭଳି ଗୋଡ ଉପରେ ଗୋଡ ରଖି ଚୌକି ପକାଇ ବସିଲେ । ଚା’ କପ୍ ଧରି ମଜାର ସହ ପିଇଲେ । ରାସ୍ତାରେ କେଁ କାଁ କରି ଗାଡି ମଟର ଯାଉଥିଲେ ବି କାହାକୁ ଖାତିର କଲେନି । ଟ୍ରାଫିକ୍ କଟକଣାକୁ ଫୁ କରି ଉଡାଇ ଦେଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us