By: Sonali Ojha
Last updated: 29 July 2024, 10:27 AM IST
ସାତ ଦରିଆ ପାରି ହୋଇ ଭଲପାଇବାର ହୃଦୟ ନେଇ ମନର ମଣିଷ ଆସିଛି ତା’ ଜୀବନ ସାଥୀକୁ ନେଇ ଯିବାକୁ । ଆଉ ସେଇଥି ପାଇଁ ନିଜ ହାତରେ ତା’ ହୃଦୟର ରାଣୀକୁ ସଜେଇ ଦେଉଛି । ଆଉ ଯେମିତି ଅପେକ୍ଷା କରିଛି ସେହି ଶୁଭ ମୁହୂର୍ତ୍ତକୁ ତା’ ସିନ୍ଥିରେ ସିନ୍ଦୂର ଦେଇ ନିଜ ସାଥୀରେ ଉଡେଇ ନେଇ ଚାଲିଯିବ ତା’ ଦେଶକୁ । ସେଇଥିପାଇଁ ତ କୋରିଆରୁ ଆସିଛି ବର, ଭାରତରେ ହୋଇଛି ବାହାଘର ।