By: Sarbeswar
Last updated: 27 October 2022, 10:23 PM IST
ଗୋଟେ ପଟେ ବିରିୟାନୀ ଭକ୍ଷଣ ଜିଦ୍ ଅନ୍ୟପଟେ ଆଧ୍ୟାତ୍ମିକ ଭାବଧାରା। ଦୁଇଟି ଭିନ୍ନ ମତ, ଦୁଇଜଣ ଅତିଥି। ଜଣେ କହିଲେ ସୂର୍ଯ୍ୟପରାଗ ଦିନ ଆମେ ବିରିୟାନୀ ଖାଇଲେ କିଛି ହେବନି। ଆଉ ଜଣେ କହିଲେ ତମେ କିଏ ? ତମ କଥା ଆମେ କାହିଁକି ମାନିବୁ ?