Advertisment

ଗଳାବାଟରେ କାରବାର ନୀଳଚକ୍ର ଦେଖୁଥିବ ସିଂହଦ୍ୱାର ପାପ

ମହାପ୍ରଭୁଙ୍କ ଦୁଆର ମୁହଁରେ ମହା ଅବ୍ୟବସ୍ଥା କରୁଛନ୍ତି ପଣ୍ଡା ଓ ଗୁମାସ୍ତାମାନେ। ଗଳାବାଟ ଦେଇ ଦର୍ଶନ କରାଇଦେବା ନାଁରେ ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଖୋଳ। ପାଖରେ ପୋଲିସ ଠିଆ ହୋଇଥିଲେ ମଧ୍ୟ ପାଲଟିଯାଇଛନ୍ତି ଅନ୍ଧ ଆଉ ମୁକ। ପ୍ରଶାସନର ଆଖି ଆଗରେ ବେଧଡ଼କ ଶ୍ରଦ୍ଧାଳୁଙ୍କୁ କରାଯାଉଛି ଲୁଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ