କଂଗ୍ରେସକୁ ଫେରିବେ ସୌମ୍ୟ !
Advertisment
ସୌମ୍ୟଙ୍କ ହୋମ୍ କମିଂ ! ଭକ୍ତ ଦେବେ ଡାକରା ! ସୌମ୍ୟଙ୍କୁ ଖୋଜିବ କଂଗ୍ରେସ ! ପୁରୁଣା ଘରକୁ ଫେରିବେ ବରିଷ୍ଠ ନେତା ସୌମ୍ୟ ପଟ୍ଟନାୟକ ! ନୂଆ ପିସିସି ଭାବେ ଭକ୍ତ ଦାସଙ୍କ ନାଁ କଂଗ୍ରେସ ଘୋଷଣା କରିବା ପରେ ଫୁଲ୍ ଆକ୍ଟିଭରେ ଅଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ । ପୁରୁଣା ନେତାଙ୍କୁ ଘର ଲେଉଟାଣି କରାଇବାକୁ ଭକ୍ତ ଫୁଲ୍ ଦମ୍ରେ ଲାଗିପଡ଼ିଛନ୍ତି । ଆଉ ସମସ୍ତ ନେତାଙ୍କୁ ସର୍ବକ୍ଷମା ଦେଇ ଦଳକୁ ଫେରିବାକୁ ଅପିଲ୍ କରିଛନ୍ତି ଭକ୍ତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us