Advertisment

ପୁଣି ତେଜିଲା ନବୀନ ଓ କୋଇଲା ଦୁର୍ନୀତି ଅଭିଯୋଗ ରାଜନୀତି

ତଳାବିରା-୧ କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ।

Advertisment

ପୁଣି ତେଜିଲା ନବୀନ ଓ କୋଇଲା ଦୁର୍ନୀତି ଅଭିଯୋଗ ରାଜନୀତି। ହିଣ୍ଡାଲକୋ ନାଁରେ ସିବିଆଇ ଏତଲା ରୁଜୁ କରିବା ପରେ ବଢ଼ିଲା ଚର୍ଚ୍ଚା । ଯେହେତୁ ୨୦୦୫ରେ ହିଣ୍ଡାଲକୋକୁ ତଳାବିରା ଖଣି ଦେବାକୁ ସୁପାରିଶ କରି ନବୀନ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଚିଠି ଲେଖିଥିଲେ, ତେଣୁ ସେ ବି ସ୍କାନରକୁ ଆସିପାରନ୍ତି। ତଳାବିରା-୧ କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ