Advertisment

BJD Supremo: ନବୀନଙ୍କ ପରେ ଜଣେ ମହିଳା ହେବେ କି ବିଜେଡି ସୁପ୍ରିମୋ ?

ବିଜେଡି ଦଳର ମୁଖ୍ୟ ହେବେ ଜଣେ ମହିଳା ! ଏହି କଥାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲୁଥିବା ବେଳେ ଜାଣନ୍ତୁ ଏନେଇ କ'ଣ କହିଲେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ।

ଅଦ୍ୟତନ ହୋଇଛି
Advertisment

ବିଜୁ ଜନତା ଦଳର ମୁଖ୍ୟ ହେବେ ଜଣେ ମହିଳା ! ଏହି କଥାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲୁଥିବା ବେଳେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ସ୍ପଷ୍ଟ କରି କହିଛନ୍ତି ଯେ, ଅନେକ ନାମ ଆସିଛି, ନବୀନ ପଟ୍ଟନାୟକ ତାହା ଉପରେ ନିଷ୍ପତ୍ତି ନେବେ । 

Advertisment
Naveen Patnaik BJD Pratap Jena's Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ