ଅଦ୍ୟତନ ହୋଇଛି
BJD Politics
Advertisment
ବିଜେଡିକୁ ହାଇଜାକ୍ କରୁଛି କିଏ ? ଦଳର ଧର୍ମ ନିରପେକ୍ଷତାକୁ ନେଇ ଉଠୁଛି ପ୍ରଶ୍ନ ? ୱାକଫ୍ ବିଲ୍ ସମର୍ଥନ ଆଳରେ ବିଜେଡି ମୁଣ୍ଡ ନୁଆଁଉଛି କି ? ବରିଷ୍ଠ ବିଜେଡି ନେତା ରାଜା ସ୍ୱାଇଁ ନବୀନଙ୍କ ଦଳର ସ୍ଥିତି ଓ ସଂଗଠନକୁ ନେଇ ଚିଠି ଲେଖିଛନ୍ତି । ସାମାଜିକ ନ୍ୟାୟ ଓ ଧର୍ମ ନିରପେକ୍ଷକୁ ନେଇ ଗଠିତ ବିଜୁ ଜନତା ଦଳ ଏବେ ତା'ର ଅସ୍ତିତ୍ୱ ହରାଇ ବସିଥିବା ରାଜା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us