ଅଦ୍ୟତନ ହୋଇଛି
Manas Mangaraj
Advertisment
ରାଜ୍ୟସଭାରେ ୱାକଫ ବିଲ ସମର୍ଥନ ପଛରେ ଡିଲ କରିଛନ୍ତି ମାନସ ମଙ୍ଗରାଜ । ବିଜୁ ଯୁବ ଓ ଛାତ୍ର ଜନତା ଦଳ ଉଭୟ ମାନସ ମଙ୍ଗରାଜ ଓ ସସ୍ମିତକୁ ବିରୋଧ କରିବ । ଭୋଟିଂ ପରଦିନ ସସ୍ମିତଙ୍କୁ ପଚାରିଥିଲୁ । ସେ କହିଲେ ମାନସ ମଙ୍ଗରାଜଙ୍କ ନିର୍ଦ୍ଦେଶରେ ମୁଁ ଭୋଟ ଦେଲି । ମାନସ ମଙ୍ଗରାଜଙ୍କ ବିରୁଦ୍ଧରେ ଏଭଳି ସାଂଘତିକ ଅଭିଯୋଗ ଆଣିଛନ୍ତି ଛାତ୍ର ଜନତା ଦଳର ସମ୍ପାଦକ ନୀଳମାଧବ ମହାନ୍ତି । ଯେଉଁମାନେ ଦଳର କ୍ଷତି ଚାହୁଁଛନ୍ତି ଆମେ ତାଙ୍କୁ ବିରୋଧ କରିବୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ନୀଳମାଧବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us