Delhi
Advertisment
ରାତି ପାହିଲେ ଆରମ୍ଭ ହେବ ଦିଲ୍ଲୀ ଦଖଲ ପାଇଁ ହିସାବ ନିକାସ। ସକାଳ 8ଟାରୁ ଚାଲିବ ଭୋଟ୍ ଗଣତି। ତେବେ ଏଥର କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ? ତାକୁ ନେଇ ସାରା ଦେଶବାସୀଙ୍କ ନଜର ଜାତୀୟ ରାଜଧାନୀ ଉପରେ। ଏପଟେ ଅଧିକାଂଶ ଏକଜିଟ୍ ପୋଲ ମତବାହୁଡା ରାୟ ବିଜେପି ସପକ୍ଷରେ ଦେଥିବାରୁ ବିଜେପି ଏଠି ଐତିହାସିକ ବିଜୟ ନେଇ ଆଶା ବାନ୍ଧିଛି। ବିଶେଷକରି ୨୦୨୫ ନିର୍ବାଚନରେ ମୋଦି ଏବଂ ଟିମ୍ ବିଜେପିର ଶକ୍ତ ରଣନୀତି ବିଜେପି ପାଇଁ ଆଶୀର୍ବାଦ ହେବା ଚର୍ଚ୍ଚା ହେଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us