Advertisment

କେଉଁ ନେତାଙ୍କୁ ମିଳିବ କେଉଁ ନିଗମ?

କେଉଁ ନେତାଙ୍କୁ ମିଳିବ କେଉଁ ନିଗମ? ୮ ମାସ ହେଲା ନୂଆ ସରକାରରେ ଖାଲି ପଡିଛି ବୋର୍ଡ ନିଗମ । ପ୍ରଥମଥର ପାଇଁ ଏକାକୀ ସରକାର ଆସିଥିବାରୁ ଆଶାୟୀଙ୍କ ଲମ୍ବା ତାଲିକା। କାହାକୁ କେଉଁଠି ଥଇଥାନ କରାଯିବ, କେଉଁ ନେତାଙ୍କୁ ଗୁରୁତ୍ୱ ଦିଆଯିବ, ତାକୁ ନେଇ ଆଜି ପୁଣି ଥରେ ମାନସମନ୍ଥନ କରିଛନ୍ତି ରାଜ୍ୟ ନେତୃତ୍ୱ। ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ୍ ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି କରିଛନ୍ତି ବିଚାର ବିମର୍ଶ ।

Advertisment

କେଉଁ ନେତାଙ୍କୁ ମିଳିବ କେଉଁ ନିଗମ? 
୮ ମାସ ହେଲା ନୂଆ ସରକାରରେ ଖାଲି ପଡିଛି ବୋର୍ଡ ନିଗମ । ପ୍ରଥମଥର ପାଇଁ ଏକାକୀ ସରକାର ଆସିଥିବାରୁ ଆଶାୟୀଙ୍କ ଲମ୍ବା ତାଲିକା। କାହାକୁ କେଉଁଠି ଥଇଥାନ କରାଯିବ, କେଉଁ ନେତାଙ୍କୁ ଗୁରୁତ୍ୱ ଦିଆଯିବ, ତାକୁ ନେଇ ଆଜି ପୁଣି ଥରେ ମାନସମନ୍ଥନ କରିଛନ୍ତି ରାଜ୍ୟ ନେତୃତ୍ୱ। ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ୍ ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି କରିଛନ୍ତି ବିଚାର ବିମର୍ଶ ।

Advertisment
BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ