ମୁଖିଆ ହେବି, ମୁଖ୍ୟମନ୍ତ୍ରୀ ହେବିନି
Advertisment
କ୍ଷମତା ଦେଲା କଂଗ୍ରେସ । ହେଲେ ଭକ୍ତଙ୍କ ନାହିଁ କ୍ଷମତା ଲୋଭ । ସଂଗଠନ ସଜାଡ଼ିବେ । ନେତାଙ୍କୁ ନେଇ ଏକାଠି କାମ କରିବେ । ହେଲେ ଓଡ଼ିଶାରେ ଯଦି ଆଗକୁ କଂଗ୍ରେସ ସରକାର କରେ ତେବେ ମୁଖ୍ୟମନ୍ତ୍ରୀ ହେବେନି ଭକ୍ତ ଦାସ । OTVକୁ ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ବଡ଼ ବୟାନ ଦେଇଛନ୍ତି । ଆସନ୍ତା ୧୮ ତାରିଖରେ ଓଡ଼ିଶା ଫେରିବେ ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ । ଦିଲ୍ଲୀରୁ ଥାଇ ସେ ଏପରି ବୟାନ ଦେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us