BJD
Advertisment
ସାଧାରଣ ନିର୍ବାଚନ ସମୟରେ ’ଓଡ଼ିଶା ଅସ୍ମିତା’ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ଆଉ ସେହି ପ୍ରସଙ୍ଗକୁ ଅସ୍ତ୍ର କରି ବିଜେଡିକୁ ଘେରିଥିଲା ବିଜେପି। ଯାହାଫଳରେ ନିର୍ବାଚନରେ ବିଜେଡିକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ଆଉ କ୍ଷମତାକୁ ଆସିଥିଲା ବିଜେପି। ଇତି ମଧ୍ୟରେ ୬ ମାସ ବିତି ଗଲାଣି। ପୁଣି ଥରେ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ପାଲଟିଛି। ଆଉ ମୁହାଁମୁହିଁ ହୋଇଛନ୍ତି ପୂର୍ବତମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ବର୍ତ୍ତମାନର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us