PCC President
Advertisment
ଭକ୍ତ ଦାସ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ । ପିସିସି ସଭାପତି ନିଯୁକ୍ତ ହେବାପରେ ଓଟିଭିକୁ ଭକ୍ତଙ୍କ ପ୍ରତିକ୍ରିୟା । କହିଲେ କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ । ଦଳ ପାଇଁ ଲୋକଙ୍କ ପାଖକୁ ଯାଇ ୧୦୦ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us