Mamata Mahanta - Boby Das
Advertisment
ସାଂସଦଙ୍କ ପାଣ୍ଠିକୁ ନେଇ ବିଜେଡିରେ ହଙ୍ଗାମା । ମମତା ମହାନ୍ତ ଓ ପ୍ରଣବ ପ୍ରକାଶଙ୍କ ଭିତରେ ହୋଇଥିଲା କଥା କଟାକଟି । ମୟୂରଭଞ୍ଜ ବଦଳରେ ଯାଜପୁରରେ ପାଣ୍ଠି ଖର୍ଚ୍ଚ କରିବାକୁ ଚାପ ପକାଯାଉଥିଲା କି ? ମମତାଙ୍କ ସାଂସଦ ପାଣ୍ଠିକୁ ବବି ନିଜ ଜିଲ୍ଲା ଯାଜପୁରରେ ଖର୍ଚ୍ଚ କରିବା ପାଇଁ ଯୋଜନା କରିଥିଲେ, ଅନୁମୋଦନ ବି ହୋଇଥିଲା। କିନ୍ତୁ ଅନୁମୋଦନ ପରେ ପାଣ୍ଠିକୁ କ୍ୟାନ୍ସଲ କରିଦେଇଥିଲେ ମମତା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us