Advertisment

ନଡ୍ଡା ଦେବେ ଓଡିଶା ବିଧାୟକଙ୍କୁ ଗୁରୁମନ୍ତ୍ର । କେମିତି ହେବେ ଗୁଡ୍ ଏମଏଲଏ

ଓଡ଼ିଶାରେ ପ୍ରଥମ କରି ସରକାରକୁ ଆସିବା ପରେ ଆସନ୍ତା ୧୬ ତାରିଖରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ।

Advertisment

ନଡ୍ଡା ଦେବେ ଓଡିଶା ବିଧାୟକଙ୍କୁ ଗୁରୁମନ୍ତ୍ର । କେମିତି ହେବେ ଗୁଡ୍ ଏମଏଲଏ । ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ବିଧାନସଭାରେ ଚାଲିବାକୁ ଥିବା କର୍ମଶାଳାରେ ଦଳମତ ନିର୍ବିଶେଷରେ ବିଧାୟକମାନଙ୍କୁ ପାଠ ପଢ଼ାଇବେ କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା । ତେବେ ଖାଲି ନଡ୍ଡା ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ବି ସେହି କର୍ମଶାଳାରେ ଟିପ୍ସ ଦେବେ । ଅନ୍ୟପଟେ ଓଡ଼ିଶାରେ ପ୍ରଥମ କରି ସରକାରକୁ ଆସିବା ପରେ ଆସନ୍ତା ୧୬ ତାରିଖରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ