Union Minister Giriraj Singh reacts to corruption in PMAY, MGNREGA schemes in Odisha
Advertisment
ପିଏମ୍ ଆବାସ ଯୋଜନାକୁ ନେଇ ପୁଣି ବିବାଦ। ଘରବଣ୍ଟାରେ ବିଳମ୍ବକୁ ନେଇ ବିଜେପିର କଡ଼ା ଚେତାବନୀ। ବର୍ଷା ପୂର୍ବରୁ କାର୍ଯ୍ୟାଦେଶ ନମିଳିଲେ ରାଜରାସ୍ତାରେ ନିଆଁ ଜଳିବା ଧମକ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବି ଝାଡ଼ିଲେ ଅସନ୍ତୋଷ। ଜବାବ ରଖିଲା ବିଜେଡି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us