General election 2024
Advertisment
କିଏ ଦିନ ମଜୁରିଆରୁ ନିର୍ବାଚିତ ରାଜନେତା ବନିଛନ୍ତି, ତ ଆଉ କିଏ ଖୁବ୍ କମ ବୟସରେ ଚାଖିଛନ୍ତି ସଫଳତାର ସ୍ବାଦ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ। ସେମାନଙ୍କୁ ଅକଳ୍ପନୀୟ ଭାବେ ବିଜୟ ମୁକୁଟ ପିନ୍ଧାଇଛି ୨୪ ନିର୍ବାଚନର ଜନାଦେଶ। ତେବେ ସେମାନଙ୍କ ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ନବୀନଙ୍କୁ ହରାଇଥିବା କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us