Advertisment

ପୁଣି କଂଗ୍ରେସକୁ Return  କଲେ ସୁରେଶ ରାଉତରାୟ

କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍‌ କରିଛନ୍ତି ସୁର।

ଅଦ୍ୟତନ ହୋଇଛି
Advertisment

ପୁଣି କଂଗ୍ରେସକୁ Return  କଲେ ସୁରେଶ ରାଉତରାୟ।  ଏବେ ସୁରଙ୍କ ମୁହଁରେ ଶୁଭିବ କଂଗ୍ରେସ କମିଂ...ମାଡ଼ିଚାଲ। କଂଗ୍ରେସରୁ ନିଲମ୍ବିତ ହେବା ପରଠୁ ସୁରଙ୍କ ପାଟିରୁ ଆଉ କଂଗ୍ରେସ କମିଂ ବୋଲି ଶୁଭୁନଥିଲା। ପୁଣି ଏବେ ସୁରଙ୍କ ମୁହଁରେ ଏହି ଶବ୍ଦ  ଶୁଣିବାକୁ ମିଳିବ।

Advertisment

କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍‌ କରିଛନ୍ତି ସୁର। କଂଗ୍ରେସ ଭବନରେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବାପାକୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଛନ୍ତି। ଏହି ସମୟରେ ଅନ୍ୟ କଂଗ୍ରେସ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। କଂଗ୍ରେସ ଭବନରେ ପଶିବା ବେଳେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ ସୁର।

Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ