5T Secretary
Advertisment
5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବା ପରେ କଣ ହେବ ପରବର୍ତ୍ତୀ ପଦକ୍ଷେପ ? ଯଦି ରାଜ୍ୟ ସରକାର ଚୁପଚାପ୍ ବସି ରହନ୍ତି ତେବେ କେନ୍ଦ୍ରର ଭୂମିକା କଣ ହେବ ? ଏଭଳି ଚର୍ଚ୍ଚା ଭିତରେ କେନ୍ଦ୍ରର ଚିଠି ପରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ସସପେଣ୍ଡ କିମ୍ବା ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି। ଜବାବରେ ବିଜେଡି କହିଛି, ଦିଲ୍ଲୀ-ଦୌଲତାବାଦ୍ ନଦୌଡି ଲୋକଙ୍କୁ ପାଖକୁ ଯାଆନ୍ତୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us