ଅଦ୍ୟତନ ହୋଇଛି
Mamata Banerjee
Advertisment
ପୁଣି ଚର୍ଚ୍ଚାରେ ମମତା ବାନାର୍ଜୀ । କ୍ଷମତା ପ୍ରସଙ୍ଗକୁ ନେଇ ଆଟାକ୍ କଲେ ମନୀଷା । କହିଲେ, ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରୁଥିଲେ ମମତା । ସବୁବେଳେ ସବୁ ସମୟରେ କିଛି ନା କିଛି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହି ଆସିଛି । ପୂର୍ବରୁ ଅନେକ ବିବାଦରେ ମମତା ଛନ୍ଦି ହୋଇସାରିଥିବାବେଳେ ଏବେ ପୁଣି ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ଶିବସେନା ନେତ୍ରୀ ମନୀଷା କାୟାଣ୍ଡେ । ମନୀଷା ଟିମ୍ସିକୁ କଡ଼ା ସମାଲୋଚନା କରିବା ସହ ମମତାଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us