Advertisment

ଓଡିଶା ଆସିବେ ରାହୁଲ ଗାନ୍ଧି

ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରେ ଓଡିଶା ଆସିବେ ରାହୁଲ ଗାନ୍ଧି। ରାଜ୍ୟରେ ବଡ଼ କାର୍ଯ୍ୟକ୍ରମ ହେବ। ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ହେବ ବିଶାଳ କାର୍ଯ୍ୟକ୍ରମ। ରାହୁଲ ଗାନ୍ଧି ରୋଡ଼ ଶୋ କରିବେ, ବିଶାଳ ସଭାରେ ଯୋଗ ଦେବେ ଓ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ହେବ। ରାହୁଲ ଗାନ୍ଧି ସବୁ ଆଡ଼କୁ ଗସ୍ତ କରି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ