Last updated: 07 August 2023, 09:58 PM IST
ସଂସଦକୁ ଫେରିଲେ ରାହୁଲ ଗାନ୍ଧି। କଂଗ୍ରେସ ସମେତ ପୂରା ବିରୋଧୀ ଇଣ୍ଡିଆ ମେଣ୍ଟରେ ଖୁସିର ଲହରି। ମୋଦି ସରନେମ୍ ସଂପର୍କିତ ମାନହାନୀ ମାମଲାରେ ସୁରତ କୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ, ଗତ ମାର୍ଚ୍ଚ ମାସରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହୋଇଥିଲା ।