Astrospeak
  • Live TV
  • Read In English

କେଉଁ ପରିସ୍ଥିତିରେ କାହିଁକି ବଦଳିଗଲା ବିଜେଡିର ଷ୍ଟାଣ୍ଡ ? କୁଆଡ଼େ ଗଲା ସମଦୂରତା ? ସଂଖ୍ୟାଲଘୁଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ରଥମ ଥର ପାଇଁ କେନ୍ଦ୍ରର ଏନ୍ଡିଏ ସରକାର ବିପକ୍ଷରେ ଯାଇ ୱାକଫ୍ ବିଲକୁ ବିରୋଧ କରିବାର ନିଷ୍ପତ୍ତି ହଠାତ୍ ୟୁଟର୍ଣ୍ଣ ନେବା ପଛର କାରଣ କଣ ? ପାଣ୍ଡିଆନଙ୍କ ନାଁ ନନେଇ ମାନସ ସନ୍ତାନଙ୍କୁ ବଞ୍ଚାଇବା ପାଇଁ କଂଗ୍ରେସ ୟା ପଛରେ ବିଜେପି-ବିଜେଡି ଭିତରେ ବଡ଼ ଡିଲର ଅଭିଯୋଗ ଆଣିଥିବା ବେଳେ, ସମ୍ଭାବ୍ୟ ଅନ୍ୟ କାରଣକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି।