Advertisment

ଚାପରେ ନା ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କଲେ ପାଣ୍ତିଆନ ?

ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?

Advertisment

ଏପଟେ ସରକାର ଓ ପରୋକ୍ଷ ରାଜନୀତିରେ ପାଣ୍ଡିଆନଙ୍କ ଏଭଳି ରୂପାନ୍ତରଣକୁ ନେଇ ସରଗରମ୍ ରାଜନୀତି। ବିଜେପି କହିଛି, ଆଗକୁ ପାଣ୍ଡିଆନ୍ ରାଜନୀତିକୁ ଆସିଲେ ବିଜେଡିର ସ୍ୱାଭିମାନୀ ନେତା ଆଉ ଦଳରେ ରହିବେନି। ସେପଟେ କଂଗ୍ରେସ, ମାତ୍ର ୩ ଦିନ ଭିତରେ ପାଣ୍ଡିଆନଙ୍କ VRS ଆବେଦନ ମଂଜୁରୀକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ ସମାଲୋଚନା କରିଛି। ବିଜେଡି କହିଛି ବିକାଶ ଧାରାକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। ଏସବୁ ଭିତରେ ବିରୋଧୀଙ୍କ 'ପାଣ୍ଡିଆନ୍' ମୁଦ୍ଦା ଆଗକୁ କେଉଁ ରୂପନେବ ତାକୁ ନେଇ ଚର୍ଚ୍ଚା ଜୋର୍।

Advertisment
VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ