Advertisment

ବିଜେଡିକୁ ଭାରି ପଡ଼ିବ କି ଜନଜାତି ଭୋଟ୍ ?

ବିଜେଡିରୁ ମୁହଁ ଫେରାଉଛନ୍ତି ଆଦିବାସୀ ନେତା। ଆମଦାନୀ ହେଉଛନ୍ତି କର୍ପୋରେଟ ଚେହେରା। ପ୍ରଶାସନିକ ବାବୁଙ୍କୁ ଦିଆଯାଉଛି ପ୍ରଧାନ୍ୟ।

Advertisment

ବିଜେଡିକୁ ଭାରୀ ପଡ଼ିପାରେ ଆଦିବାସୀ ଭୋଟ୍‌। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ଆଦିବାସୀ ନେତା। ବରିଷ୍ଠ ନେତା ବଳଭଦ୍ର ମାଝୀଙ୍କ ପରେ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡିକୁ ବାଏ ବାଏ କହିଛନ୍ତି। ଦଳରେ ଆଦିବାସୀ ନେତାଙ୍କୁ ଗୁରୁତ୍ୱ ମିଳୁନଥିବା ସେ ଅଭିଯୋଗ କରିଛନ୍ତି।ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନ ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ବେଳେ ସଂପ୍ରଦାୟର ନେତା ବିଜେଡି ଛାଡିବା ଦଳର ଟେନସନ ବଢାଇ ଦେଇଛି।

Advertisment
BJD General Elections Odisha Tribal Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ