ବିଜେଡି ନିଆଁରେ ଘିଅ ଢ଼ାଳିଲେ ପ୍ରସନ୍ନ
Advertisment
ପାଣ୍ଡିଆନଙ୍କ ପାଇଁ ଓଡିଶା ଲୋକ ଦଳକୁ ପ୍ରତ୍ୟାଖାନ କଲା ପରେ ବି, କ’ଣ ପାଇଁ ନବୀନଙ୍କ ଏ ଦୁର୍ବଳତା ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପିର ନେତା ପ୍ରସନ୍ନ ପାଟ୍ଟଶାଣି । ପ୍ରସନ୍ନ ପାଟ୍ଟଶାଣି କହିଛନ୍ତି, 'ପାଣ୍ଡିଆନଙ୍କୁ ଖୋଲାଖୋଲି ସମର୍ଥନ କରିବା ଯୋଗୁଁ ନବୀନଙ୍କର ମାର୍କେଟ ଆଉ ନାହିଁ । ତାଙ୍କ କଥାରେ ହିଁ ନବୀନ ମିଛ କଥା କହୁଛନ୍ତି । ବିଜେଡିରେ ନେତାମାନେ ଏବେ ଅଣନିଶ୍ବାସୀ । ତେଣୁ ତାଙ୍କ ନିର୍ଦ୍ଦେଶକୁ ଖୋଲା ଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଲାଣି ।'
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us