""
ରାଜନୀତି Videos ଗିରଫ ହେବେ ପ୍ରମିଳା ! ଭୟରେ ଥରହର ପ୍ରମିଳା ! ବିଞ୍ଝାରପୁର ବିଧାୟିକାଙ୍କ ହାତରେ ପଡ଼ିବ ହାତକଡ଼ି ! ଗିରଫ ହେବେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ! ଅଜଣା ଭୟ ଯେମିତି ପ୍ରମିଳାଙ୍କୁ ଗୋଡ଼ାଇ ଖାଉଛି । ଡାଲି ଦୁର୍ନୀତିରେ ଛନ୍ଦି ହୋଇ ବେଶ୍ ଚର୍ଚ୍ଚାକୁ ଆସିଥିବା ଏହି ବିଧାୟିକା ଏବେ ଗିରଫ ହେବା ଭୟ ଭିତରେ ରହୁଛନ୍ତି । 16 Feb 2025 14:11 ISTPallipuspa Samal Follow UsPramila to Be Arrested?Advertisment Read More Pramila Mallick Special Story